ସମ୍ବଲପୁର ଜିଲ୍ଲା ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତରେ ବୁଡ଼ିଯିବାରୁ ଏହି ଘଟଣା ଘଟିଛି। ବୁର୍ଲା ମେଡିକାଲ୍ କଲେଜର ୬ ଛାତ୍ରଛାତ୍ରୀ ବୁଲି ଯାଇଥିଲେ, କୌଣସି କାରଣରୁ ଜଣେ ଛାତ୍ର ଓ ଛାତ୍ରୀ ବୁଡ଼ିଯାଇଥିଲେ।ଘଟଣାସ୍ଥଳ ଅଭିମୁଖେ ଗଲେ ବୁର୍ଲା ମେଡିକାଲ୍ ଅଧୀକ୍ଷକ ଓ ଡିନ୍।
Credible Local News of Odisha