ପାଟ୍ରୋଲିଂ ବେଳେ ୩ ଅପରାଧି ଗିରଫ

ସୁବର୍ଣ୍ଣପୁର ଛକରେ କାର ଅଟକାଇ ଯାଞ୍ଚ ବେଳେ ୩ ଅପରାଧି ଧରାପଡ଼ିଛନ୍ତି।

ଗୋଟିଏ କାର୍ ସହ ୨ ପିସ୍ତଲ, ୧୭ ଗୁଳି, ୫ ମୋବାଇଲ ଜବତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes