ପାଟୁଆପଦର ଜଙ୍ଗଲର ମାଟିତଳୁ ବିସ୍ଫୋରକ ଜବତ

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପାଟୁଆପଦର ଜଙ୍ଗଲର ମାଟିତଳୁ ବିସ୍ଫୋରକ ଜବତ କରିଛି ପୁଲିସ।

ଜବତ ସାମଗ୍ରୀ ମଧ୍ୟରେ ୨ ବନ୍ଧୁକ, ୬ ଟିପିନ୍ ବୋମା ଓ ଗର୍ଭନିରୋଧକ ବଟିକା ରହିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version