ପାଟଣା ବ୍ଲକରୁ ୬୭୬ଜଣ ପାଇଲେ ବିଏସକେୱାଇ ନବୀନ କାର୍ଡ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପରିସରରେ ବୁଧବାର ନୂଆ ବିଏସକେୱାଇ ନବୀନ କାର୍ଡ ବିତରଣ ହୋଇଛି। ପାଟଣା ବ୍ଲକର ୨୦ଟି ପଞ୍ଚାୟତର ୬୭୬ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି।

ଆୟୋଜିତ କାର୍ଯ୍ୟକ୍ରମ ବିଜେଡି ନେତା ମିତ୍ର ଭାନୁ ମହାନ୍ତଙ୍କ ସଂଯୋଜନା ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଏରେଣ୍ଡେଇ ସରପଞ୍ଚ ପର୍ବତୀ ଦେହୁରୀ, ପାଟଣା ବିଡ଼ିଓ ଶିବ ଶଙ୍କର ମୁର୍ମୁ, ଏବିଡ଼ିଓ ଚିତ୍ତ ରଞ୍ଜନ ନାୟକ, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ଅବନୀ ନାଏକ, ଜିପିଓ ରଶ୍ମିରେଖ ମହାନ୍ତି , ଯୋଗାଣ ଅଧିକାରୀ ସୁନୀତା ମାରାଣ୍ଡି , ଏପିଇଓ ଦୀପକ କୁମାର ବେହେରା ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes