ପାଟଣା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗ ଦାନ

କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଶୁକ୍ରବାର ନୂତନ ଥାନା ଅଧିକାରୀ ଭାବେ ମନୋରଞ୍ଜନ ପ୍ରଧାନ କାର୍ଯ୍ୟ ରେ ଯୋଗ ଦେଇଛନ୍ତି। ଏଥିପୂର୍ବ ଶ୍ରୀ ପ୍ରଧାନ ଆନନ୍ଦ ପୁର ଥାନାଧିକାରୀ ଭାବେ ଅବସ୍ଥାପିତ ଥିଲେ।

କେନ୍ଦୁଝର ଜିଲା ଆନନ୍ଦ ପୁର, ହରିଚନ୍ଦନପୁର ଓ ଚମ୍ପୁଆ ଥାନାଧିକାରୀ ଭାବେ କାର୍ଯ୍ୟ କରିବାର ତାଙ୍କର ଅଭିନଜ୍ଞତା ରହିଛି।ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଙ୍କ ର ବଡ଼ବିଲ ଥାନାକୁ ବଦଳି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes