ପାଟଣା ଓ ସାହାରପଡାରେ ଖୋଲିବ ସବ ରେଜିଷ୍ଟାର କାର୍ଯ୍ୟାଳୟ

କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡ଼ା ବ୍ଲକରେ ନୂତନ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲାଯିବ।

ଏ ନେଇ ବୋର୍ଡ ଅଫ ରେଭିନ୍ୟୁ ଇନ୍ସପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରସନ କଟକ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ସବୁ ସବ ରେଜିଷ୍ଟ୍ରି କାର୍ଯ୍ୟାଳୟ ତହସିଲ ମଧ୍ୟରେ କାର୍ଯ୍ୟ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version