ପାଞ୍ଚ ଜିଲ୍ଲାର ଆଉ 490 ସ୍କୁଲର ରୂପାନ୍ତରଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାଞ୍ଚ ଜିଲ୍ଲାର 490 ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି l ଏହା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର 95 ଟି ହାଇସ୍କୁଲ ଥିବା ବେଳେ କଳାହାଣ୍ଡିର 100, କଟକର 135, ଝାରସୁଗୁଡାର 70 ଏବଂ ବରଗଡର 90 ଟି ସ୍କୁଲ ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes