ପାଚେରି ଡେଇଁ ପ୍ରବେଶ ଘଟଣାର ତଦନ୍ତ ପାଇଁ ଗଠନ ହେଲା କମିଟି

ପୁରୀ ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିରକୁ ୪ ଯୁବକଙ୍କ ପ୍ରବେଶ ଘଟଣାର ତଦନ୍ତ ପାଇଁ ମନ୍ଦିର ପ୍ରଶାସନ ତରଫରୁ ଗଠନ ହେଲା କମିଟି।

ଉନ୍ନୟନ ପ୍ରଶାସକଙ୍କ ନେତୃତ୍ବରେ କମିଟି ଗଠନ ହୋଇଛି। କମିଟିରେ OSD ସିକ୍ୟୁରିଟି, ସଫେଇ ଓ ମନ୍ଦିରର ପୂର୍ତ୍ତ ଅଧିକାରୀ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes