ପାଚିକା ସଙ୍ଘର ବିଭିନ୍ନ ଦାବୀ ନେଇ ଆନ୍ଦୋଳନ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ୩ ଶହରୁ ଉର୍ଦ୍ଧ୍ବ ପାଚିକାମାନେ ଶୁକ୍ରବାର ପାଟଣା ବସ ଷ୍ଟାଣ୍ଡରୁ ଏକ ବିରାଟ ରାଲିରେ ବାହାରି ବିଇଓ ପୁର୍ଣ୍ଣଚନ୍ଦ୍ର ଓମାନ୍ତଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏହି ଆନ୍ଦୋଳନ ବ୍ଲକ୍ ପାଚିକା ସଙ୍ଘ ସଭାପତି କୋକିଳା ମହାନ୍ତ, ସମ୍ପାଦିକା ନିରୁପମା ମହାନ୍ତ, ପ୍ରମିଳା ଖଣ୍ଡା ଓ ସାବିତ୍ରୀ ନାଏକ ପ୍ରମୁଖ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes