ପାଇଖାନା ମଧ୍ୟରୁ ନବବଧୂର ଦରପୋଡା ମୃତଦେହ ଉଦ୍ଧାର

କଟକ ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଗ୍ରାମର କମାରସାହିରେ ଏକ ପାଇଖାନା ମଧ୍ୟରୁ ଜଣେ ନବବଧୂର ଅର୍ଦ୍ଧଦଗ୍ଧ ମୃତଦେହ ଆଜି ଉଦ୍ଧାର କରାଯାଇଛି l ଏହା ଯୌତୁକ ହତ୍ୟା ବୋଲି ବାପଘର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version