ପାଇଖାନା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର କେଳୁଚରଣ ପାର୍କ ନିକଟ ଏକ କୋଠାର ଭଙ୍ଗା ପାଇଖାନା ଘରୁ ମୃତଦେହ ଉଦ୍ଧାର ହୋଇଛି।

ମୃତ ମହିଳାଙ୍କ ପରିଚୟ ମିଳିନ ଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes