ପାଇଖାନାରୁ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବେଲପଡ଼ା କପାଣି ଗାଁରେ ଘର ପଛ ପାଇଖାନାରୁ ମୃତଦେହ ଉଦ୍ଧାର ହୋଇଛି।

ମୃତକ ଖପ୍ରାଖୋଲର, କପାଣି ସ୍ଥିତ ସଂପର୍କୀୟଙ୍କ ଘରକୁ ଆସିଥିଲେ। ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version