ପହଣ୍ଡିଆ ବ୍ରାହ୍ମଣ ସେବାୟତ ସଂଘ ପକ୍ଷରୁ ଉଦବେଗ

କେନ୍ଦୁଝର ଆରାଧ୍ୟ ଶ୍ରୀ ବଳଦେବ ଜୀଉଙ୍କ ବିଶ୍ଵ ପ୍ରସିଦ୍ଧ ରଥଙ୍କୁ ନେଇ କିଛି ବ୍ୟକ୍ତି ବିଶେଷ ଓ ସମୁଦାୟ ଦେଉଥିବା ଭ୍ରମାତ୍ମକ ମନ୍ତବ୍ୟକୁ ବିରୋଧ କରି ଶ୍ରୀ ଶ୍ରୀ ବଳଦେବଜୀଉ ପହଣ୍ଡିଆ ବ୍ରାହ୍ମଣ ସେବାୟତ ସଂଘ ପକ୍ଷରୁ ଦୁଃଖ ଓ ଉଦବେଗ ପ୍ରକାଶ ପାଇଛି।

ଏ ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes