ଶରଧାବାଲି ଅଘଟଣକୁ ନେଇ ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି, ଉନ୍ନୟନ କମିଶନର ଖୁବ୍ ଶୀଘ୍ର ତଦନ୍ତ ଆରମ୍ଭ କରିବେ ଏବଂ ୩୦ ଦିନ ଭିତରେ ତଦନ୍ତ ସରିବ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଅବହେଳା ପରିଲକ୍ଷିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ, ଆଗକୁ କିପରି ଅଘଟଣ ନ ହେବ ସେ ଦିଗରେ ଦୃଷ୍ଟି ଦିଆଯିବ କହିଛନ୍ତି ମନ୍ତ୍ରୀ।