ଆନ୍ଧ୍ର ପଥର ଖଣି ବିସ୍ଫୋରଣରେ ମୃତ ୬ ଶ୍ରମିକଙ୍କ ମୃତଦେହ ଦିଗପହଣ୍ଡିରେ ପହଞ୍ଚିଲା। ୬ ମୃତଦେହ ସହ ଫେରିଲା ଗଞ୍ଜାମ ପ୍ରଶାସନର ୩ ଜଣିଆ ଟିମ୍। ଗଞ୍ଜାମ ଜିଲ୍ଲାର ୪, ଗଜପତି ଜିଲ୍ଲାର ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
Credible Local News of Odisha