ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି; ୪୩ ଉପରେ ୩ସହର

ଦିନ ୨ଟା ୩୦ସୁଦ୍ଧା ୪୪.୨ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଥିବାବେଳେ ହୀରାକୁଦ ୪୩.୮, ସମ୍ବଲପୁର ୪୩.୬ ଡିଗ୍ରୀ ସେଲସିୟସ୍ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes