ମାଲିରେ ଅପୃହତ ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ଥିବା ସୂଚନା ମିଳିଛି। ଅପହୃତ ଯୁବକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ।
ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ମାଆ ଲିଖିତ ଅଭିଯୋଗ କରିଛନ୍ତି। ୨ ଦିନ ତଳେ ମାଲିରେ ୩ ଭାରତୀୟଙ୍କୁ ଅପହରଣ କରି ନେଇଛନ୍ତି ଅଲ୍କାଏଦା ଆତଙ୍କବାଦୀ।