ପଶ୍ଚିମବଙ୍ଗ ଅଫିସରଙ୍କୁ ଉଦ୍ଧାର ପାଇଁ ଯାଇ ପୋଲିସ ହଟହଟ୍ଟା

ଜଳେଶ୍ବର ରାଜନଗରପାଟଣା ଗାଁରେ ରାଇବଣିଆ ଥାନା ପୋଲିସଙ୍କୁ ଅଟକ ରଖିଲେ ଲୋକେ। ପଶ୍ଚିମବଙ୍ଗର BLO ଚିହ୍ନଟ ପାଇଁ ଆସିଥିଲା ବେଳେ ପିଲାଚୋର ସନ୍ଦେହରେ ଘେରିଥିଲେ ଲୋକେ। ପୋଲିସ ଉଦ୍ଧାର ପାଇଁ ଯାଇ ଫସିଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes