ରୋଡ୍ ସୋ’ ସାଙ୍ଗକୁ ପରିବର୍ତ୍ତନ ସମାବେଶରେ ଯୋଗଦେବେ। ବଗଡ଼ାରେ ରୋଡ୍ ସୋ’ କରିବେ ଏବଂ ରାଜାରହାଟ ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍। ଓଡ଼ିଆ ସମ୍ପ୍ରଦାୟ ସହ ଆଲୋଚନା ଓ ବିଜେପି ପ୍ରାର୍ଥୀଙ୍କୁ ମନ୍ତ୍ର ଦେବେ। ପଶ୍ଚିମବଙ୍ଗରୁ ଫେରି କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Credible Local News of Odisha