କଟକ ସିଠାଳର ଜଣେ ଚାଷୀ ଆନ୍ଧ୍ରରୁ ଗାଈ, ବାଛୁରୀ ଆଣୁଥିବା ବେଳେ ପଳାଶୁଣୀ ଛକ ନିକଟରେ କିଛି ଲୋକ ଗୋରକ୍ଷକ ବାହିନୀ ସଦସ୍ୟ କହି ଗାଡ଼ି ଅଟକାଇ ଚାଷୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ଗୋଟିଏ ବାଛୁରୀ ପ୍ରାଣ ହରାଇଥିବା ସୂଚନା ମିଳିଛି।ମଞ୍ଚେଶ୍ବର ଥାନା ଆଗରେ ଚାଷୀ ଧାରଣା ଦେଇଛନ୍ତି।
Credible Local News of Odisha