ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା

ଭିଡ଼ ନିୟନ୍ତ୍ରଣ ପାଇଁ ପଳାଶୁଣୀରେ ୬ ଲେନ୍ ରାସ୍ତା କରାଯିବ କହିଛନ୍ତି NHAI ଓଡ଼ିଶା ମୁଖ୍ୟ ବୀରେନ୍ଦ୍ର ସିଂ।

୪ ଲେନ ବିଶିଷ୍ଟ ଏନଏଚ-୧୬କୁ ୬ ଲେନ୍ ବିଶିଷ୍ଟ କରାଯିବ। ୨୫ କୋଟି ଟଙ୍କାର ବ୍ୟୟବରାଦ ସହ ଦେଢ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes