ପଳାଶୁଣିରୁ ରସୁଲଗଡ଼ ସ୍କାଏୱାକ୍‌

ଭୁବନେଶ୍ବର ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ସ୍କାଏୱାକ୍‌ ହେବ। NHରେ ୫ ଶହ ମିଟର ସ୍କାଏୱାକ୍‌ ନେଇ NHAI ଆଞ୍ଚଳିକ ଅଫିସ୍‌ ସୂଚନା ଦେଇଛି। -ପଥଚାରୀଙ୍କ ନିରାପତ୍ତା ପାଇଁ ନିର୍ମାଣ ହେବ ସ୍କାଏୱାକ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes