ପଲିଥିନ ନିଷେଧ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ

ଭକ୍ତ ଓ ସେବାୟତ ନିଯୋଗକୁ କରାଯାଇଛି ଅନୁରୋଧ କରାଯାଇଛି। କାଗଜ ପ୍ୟାକେଟ୍‌, କଟନ ବ୍ୟାଗ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି।

ବିକଳ୍ପ ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗକୁ କୁହାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes