ପଲାସଗୋରାରେ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭା ଯାତ୍ରା

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ଠାରେ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ନିକଟସ୍ଥ ପୋଖରୀରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଗଙ୍ଗା ମାତଙ୍କୁ ଆବାହନ କରି ବହୁ ସଂଖ୍ୟକ ମହିଳା ପୁରୁଷ ଏକ ଆଧ୍ୟାତ୍ମିକ ପରିବେଶରେ ପୂର୍ଣ୍ଣ କଳସୀ ଧରି ପୂଜା ମଣ୍ଡପ ସ୍ଥାପନ କରିଥିଲେ। ଗ୍ରାମବାସୀ ଓ ସ୍ଵସ୍ତିକ କ୍ଳବର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes