ଖଡ଼ିଛୁଆଁ ଉତ୍ସବରେ ରାଜ୍ୟରେ ଶିଶୁବାଟିକାରେ ପର୍ଯ୍ୟାୟ କ୍ରମେ ମିଶିବ ସମସ୍ତ ଅଙ୍ଗନବାଡ଼ି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବଡ଼ ସୂଚନା ଦେଇଛନ୍ତି। ଶିଶୁବାଟିକାରୁ ପ୍ରାଥମିକ ଶିକ୍ଷା ଗୋଟିଏ ଛାତ ତଳେ ରହିବ।ପ୍ରାଥମିକ ଶିକ୍ଷାକୁ ଦୃଢ଼ କରିବାକୁ ପ୍ରତି ଗାଁରେ ମଡେଲ୍ ସ୍କୁଲ୍ ହେବ। ୫ ଏକର ଜାଗାରେ ନିର୍ମାଣ ଗୋଦାବରୀଶ ମିଶ୍ର ପାଥମିକ ସ୍କୁଲ ହେବ ଏବଂ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ।