ଡ୍ରେନ୍ ଗାତରେ ଗଳି ୨ ଜଣ ଫେରାର୍ ହୋଇଯାଇଛନ୍ତି। ଜଣେ ବାଲେଶ୍ୱର ଓ ଅନ୍ୟ ଜଣେ କଟକ ଟାଙ୍ଗୀ ଥାନା ଅଞ୍ଚଳର। ୧୪ ତାରିଖରୁ ୨ ନାବାଳକ ଅଭିଯୁକ୍ତ ଜେଲ୍ରୁ ଚମ୍ପଟ୍ ମାରିଥିବା ସୂଚନା ମିଳିଛି।
Credible Local News of Odisha