ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଦୁଇ ଦିନ ବନ୍ଦ ରହିବ

ରାଷ୍ଟ୍ରପତି ଶିମିଳିପାଳ ଆସିବାକୁ ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ। କାଳିକାପ୍ରସାଦ ଗେଟ୍‌ ଓ ଗୁଡ଼ଗୁଡ଼ିଆ ଜୋନ୍‌ ୪ ତାରିଖରୁ ୬ ପର୍ଯ୍ୟନ୍ତ ବନ୍ଦ ରହିବ।ଗୁଡଗୁଡ଼ିଆ ସଫାରୀ ୫ ଅପରାହ୍ନ ଓ ୬ ତାରିଖ ସକାଳେ ବନ୍ଦ ରହିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes