ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବିହାରରୁ ମାଷ୍ଟର ମାଇଣ୍ଡ ଗିରଫ

ଓଏସ୍ଏସସି ଜେଇ ସିଭିଲ୍ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୁଲିସ।

ମାଷ୍ଟରମାଇଣ୍ଡ ସମେତ ୭ ଅଭିଯୁକ୍ତ ବିହାରରୁ ଗିରଫ ହୋଇଛନ୍ତି। ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ଗିରଫ କରିଥିଲା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes