ଆଜି ବଲାଙ୍ଗୀର ଜିଲ୍ଲାର ମେଗା ନର୍ସରୀ ଠାରେ ବିଶ୍ବ ପରିବେଶ ସୁରକ୍ଷା ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ କବିତା ଲିଖନ ପ୍ରତିଯୋଗୀତା ଆୟୋଜିତ ହେଇଯାଇଛି।
ଏଥିରେ ବଲାଙ୍ଗୀର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀୟାଂଶ ସ୍ବାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତିି। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋଷିନୀ ସେଠୀ କୃତି ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।