ପରିବା ବ୍ୟାଗରୁ ବିଡା ବିଡା ଟଙ୍କା ଓ ସୁନା ଜବତ

ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ନିକଟରେ ଗତକାଲି ଗଞ୍ଜେଇ ଯାଞ୍ଚ ବେଳେ ସୁନା ବିସ୍କୁଟ ଓ ବିପୁଳ ଟଙ୍କା ଜବତ କରିଛି ଅବକାରୀ ସ୍କ୍ୱାର୍ଡ।

୧ କୋଟି ୨୨ ଲକ୍ଷର କ୍ୟାସ୍ ଓ ୨୦ଟି ସୁନା ବିସ୍କୁଟ ଧରାପଡ଼ିଛି।ଏହି ଘଟଣାରେ ମହାରାଷ୍ଟ୍ରର ଭରତ ଗୋଖେ ନାୟକଙ୍କୁ ଅଟକ ରଖିଛି ପୁଲିସ। ଘଟଣାକୁ ନେଇ ସହରର କିଛି ସୁନା ବ୍ୟବସାୟୀଙ୍କୁ ପୁଲିସ ପଚରା ଉଚରା ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes