ପରିବାରର ଚାରି ଜଣଙ୍କ ଆତ୍ମାହୁତି ଉଦ୍ୟମ, ପୁଲିସ ଅଟକାଇଲା

ଗତ 14 ତାରିଖରେ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଗବସାହିରେ ଗୋଟେ ଘରେ ନିଆଁ ଲଗାଇ ପରିବାରକୁ ହତ୍ୟା କରିବାକୁ କେତେକ ଦୁର୍ବୃତ୍ତ ଉଦ୍ୟମ କରିଥିଲେ l କିନ୍ତୁ ପୁଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ନଥିଲା l

ଏହା ପ୍ରତିବାଦରେ ଆଜି ଉକ୍ତ ପରିବାରର ଚାରି ଜଣ ଏସପି ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version