ପରିବହନ ସଂସ୍ଥା ଅଫିସରୁ ବନ୍ଧୁକ ମୁନରେ ଲୁଟ୍‌

୫ ଦୁର୍ବୃତ୍ତ ବନ୍ଧୁକ ସହ ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

କୋଇଡା ଗୀତାରାଣୀ ମହାନ୍ତି ମାଇନ୍ସ ଭିତର ପରିବହନ ଅଫିସରୁ ଲୁଟ୍‌ ହୋଇଛି। ଲୁଟ୍‌ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। କୋଇଡା ପୁଲିସ ଛାନଭିନ୍‌ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes