ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତି ଅଟକ

ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଲା ସିଂହଦ୍ବାର ଥାନା ପୋଲିସ।

ସିଂହଦ୍ବାର ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ସନ୍ଦିଗ୍ଧ ବ୍ୟକ୍ତି କାହିଁକି ଏଭଳି ଲେଖିଥିଲେ ସେନେଇ ଜେରା ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes