ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ January 23, 2026 by Odisha ରଥଯାତ୍ରା ପାଇଁ ବିଧି ମୁତାବକ ପୂଜା ହେଲା ୩ କାଠ ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ଉପସ୍ଥିତିରେ କରାଗଲା ପୂଜାର୍ଚ୍ଚନା।