ପିସି ମାଗୁଥିବା ଅଫିସରଙ୍କୁ ପନିପରିବା ଦେଇ ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ କର୍ମୀ।
ଭୁବନେଶ୍ୱର ପ୍ରାଚୀ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ ହାଇ ଡ୍ରାମା ଦେଖିବାକୁ ମିଳିଛି। ଫଳରେ ହାତଯୋଡ଼ି ସାତ ଦିନରେ ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେଲେ ଅଧିକାରୀ।
Credible Local News of Odisha