ପଦ୍ମପୁର ଜିଲ୍ଲା ଗଠନ ନେଇ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ: ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ ନିର୍ଦ୍ଦେଶ ଦେଇଛନ୍ତି, ଏଥିପାଇଁ ଅନେକ ପ୍ରକ୍ରିୟା ରହିଛି, ଏସବୁକୁ ଭିତ୍ତିକରି ଜିଲ୍ଲା ଗଠନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes