ପଦ୍ମପୁର ଉପନିର୍ବାଚନ ଭୋଟିଂ ଅବଧିରେ ହ୍ରାସ

ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ, ଶୀତ ଦିନ ଓ ମାଓ ଅଞ୍ଚଳ ହୋଇଥିବାରୁ ଭୋଟିଂ ଟାଇମ୍ ହ୍ରାସ ହୋଇଥିବା ନେଇ ସର୍ବଦଳୀୟ ମିଟିଂ ପରେ ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes