ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ

ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ନାଁ ରହିଛି।

ମନ୍ତ୍ରୀ ରାଜା ସ୍ୱାଇଁ, ପ୍ରତାପ ଦେବ, ଅତନୁ ନାୟକ, ନବ ଦାସଙ୍କ ନାଁ ମଧ୍ୟ ତାଲିକାରେ ରହିଛି। ସେଭଳି ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସିନେତାରକା ଅରିନ୍ଦମ ରାୟ ତାଲିକାରେ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes