ଉଦ୍ଧାର ବଡ଼ ଚ୍ୟାଲେଞ୍ଜିଂ ଥିବା ସହ ଦୁଇଟି ବଡ଼ ବିପଦ ଥିଲା ନେଇ ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। ଉପରେ ଥିଲା ବଡ଼ ପଥର ଖଣ୍ଡ, ତାହା ସହିତ ଏକ ଅଜଗର ସାପ ଥିଲା। ବୈଷୟିକ ଚ୍ୟାଲେଞ୍ଜ୍ ଥିଲା, ସେଥିପାଇଁ ଭୁବନେଶ୍ବରରୁ ଯନ୍ତ୍ରପାତି ପଠାଗଲା।ଯେଉଁମାନେ ସାହସିକ ଉଦ୍ଧାର କାର୍ଯ୍ୟ କରିଛନ୍ତି, ସମସ୍ତଙ୍କୁ ପରସ୍କୃତ କରାଯିବ କହିଛନ୍ତି ଡିଜି।