ପଥରଖଣି ନିକଟରୁ ହାତୀ ଛୁଆର ମୃତଦେହ ଠାବ

ଖୋର୍ଦ୍ଧା ଟାଙ୍ଗୀ ରେଞ୍ଜ ନିଧିପୁର ପଥର ଖଣି ନିକଟରେ ପଡ଼ିଛି ମୃତଦେହ। ହାତୀପଲ ଗାଧୋଇଲା ବେଳେ ଦଳାଚକଟାରେ ମୃତ୍ୟୁ ହୋଇଥିବା ଅନୁମାନ କରିଛି ପ୍ରଶାସନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes