ପଥଚାରୀଙ୍କ ପାଇଁ ବ୍ୟାୟାମ ଉପକରଣ ସ୍ଥାପନ ନେଇ ଭୂମିପୂଜନ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କଲେଜ ରାସ୍ତାରେ ପଥଚାରୀ ଙ୍କ ବ୍ୟାୟାମ ଉପକରଣ ସ୍ଥାପନ ପାଇଁ ଆଜି ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗ ଭୂମିପୂଜନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version