ମାଲକାନଗିରି ଜିଲ୍ଲା କୋତାମେଟା ଗାଁର ଜଣେ ମହିଳାଙ୍କ କିଡ୍ନୀ ସ୍ବାମୀ ବିକ୍ରି କରିବା ଅଭିଯୋଗ ମାମଲାରେ ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ କୁଣ୍ଡୁକୁ ଗିରଫ କରିଛି ପୁଲିସ୍।
୨୦୧୮ ମସିହାରେ ଚିକିତ୍ସା ବାହାନାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେଇ ନିଜ ପତ୍ନୀର କିଡ଼ନୀ ବିକ୍ରି କରିଥିବା ମହିଳା ଜଣକ ମାଲକାନଗିରି ଥାନାରେ ଏତଲା ଦେଇଥିଲେ।