ପତ୍ନୀକୁ ହତ୍ୟା ପରେ ବିଷ ପିଇ ସ୍ୱାମୀ ଗୁରୁତର

ବାଲେଶ୍ୱର ଜିଲ୍ଲାର ସିମୁଳିଆ ଅନ୍ତରା ପଞ୍ଚାୟତ ପାର୍ଥୀ ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ପତ୍ନୀକୁ କଟୁରିରେ ହାଣି ହତ୍ୟା କରିଛି l ତେବେ ହତ୍ୟା ପରେ ଲୋକଙ୍କ ହାତରେ ଧରା ପଡିବା ପୂର୍ବରୁ ସ୍ୱାମୀ ବିଷ ପିଇ ଗ୍ରାମ ପାଖ ବିଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version