ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଦଲିଯୋଡି ଗ୍ରାମରେ ସ୍ୱାମୀ ପତ୍ନୀକୁ ପିଟି ପିଟି ଦରମରା କରିବା ପରେ କୁରାଢ଼ିରେ ହାଣି ହତ୍ୟା କରିଥିବା ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି l
Credible Local News of Odisha