ପଡୋଶୀ ଆକ୍ରମଣରେ ବୃଦ୍ଧ ଆହତ

ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବଡବନସ୍ତା ଗ୍ରାମର ଧରଣୀଧର ସାହୁ(୬୪) ପଡୋଶୀ ଆକ୍ରମଣରେ ଆହତ ହୋଇଥିବା ଜଣାଯାଇଛି ।ଏଥିନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version