ପଡ଼ୋଶୀଙ୍କ ଗଣ୍ଡଗୋଳରେ ୨ ମୃତ୍ୟୁ ଘଟଣା: ୪ ଅଟକ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ପଙ୍କଳବାଡ଼ିରେ ପୂର୍ବ ଶତ୍ରୁତାରୁ ୨ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି କବିସୂର୍ଯ୍ୟନଗର ପୁଲିସ।

ପୁଲିସ ଗୋଟିଏ ମାଉଜର, ୨ଟି ମାଗାଜିନ, ୭ଟି ଗୁଳି ଓ ଖୋକା ଜବତ କରିଛି। ଗତକାଲି ସଂଘର୍ଷରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୪ ଜଣ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version