ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ପଙ୍କଳବାଡ଼ିରେ ପୂର୍ବ ଶତ୍ରୁତାରୁ ୨ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି କବିସୂର୍ଯ୍ୟନଗର ପୁଲିସ।
ପୁଲିସ ଗୋଟିଏ ମାଉଜର, ୨ଟି ମାଗାଜିନ, ୭ଟି ଗୁଳି ଓ ଖୋକା ଜବତ କରିଛି। ଗତକାଲି ସଂଘର୍ଷରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୪ ଜଣ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ।