ପଡ଼ିଆବାହାଲ ମହାବିଦ୍ୟାଳୟ ସମ୍ମୁଖରେ ଜଲଛତ୍ର ଉଦଘାଟନ

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି ବିଜୁ ଛାତ୍ର ଜନତା ଦଳ ତରଫରୁ ଆଜି ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଲକ୍ ପଡ଼ିଆବାହାଲ ମହାବିଦ୍ୟାଳୟ ସମ୍ମୁଖରେ ଏକ ଜଲଛତ୍ରକୁ ଉଦଘାଟନ କରାଯାଇଛି।

ଏହି ଜଳଛତ୍ରକୁ ଜୁଯୋମୁରା ବ୍ଳକର ପୂର୍ବତନ ଅଧ୍ୟକ୍ଷ ଶରତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes