ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସିଙ୍କ ପାଇଁ ବଢ଼ିଲା ଅଡୁଆ

କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ୍ ଡିଜିଙ୍କୁ ଚିଠି ଲେଖିଲେ PCCF। ପୂର୍ବରୁ କେନ୍ଦ୍ରାଞ୍ଚଳ IGଙ୍କୁ ଚିଠି କରିଥିଲେ ଜଙ୍ଗଲ ବିଭାଗ ସ୍ୱତନ୍ତ୍ର ସଚିବ। ବଜ୍ରକାପ୍ତା କାତି ଚୋରା ଚାଲାଣକୁ ନେଇ ACF-IICଙ୍କ ମଧ୍ୟରେ ବିବାଦ ହୋଇଥିଲା। ଗିରଫ ୩ ଅଭିଯୁକ୍ତଙ୍କୁ ଜେରା ବେଳେ IIC ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।ବମୋତେ ନ ପଚାରି କାହିଁକି ଗିରଫ କଲ ବୋଲି ପ୍ରଶ୍ନ ଉଠାଇଥିଲେ। ମିଛ ମାମଲାରେ ଫସାଇ ଦେବାକୁ ACFଙ୍କୁ ଧମକ ଦେଇଥିଲେ IIC। ACF ଗଗନ ମଲ୍ଲିକଙ୍କ ଅଭିଯୋଗ ପରେ ବଢ଼ିଲା ବିବାଦ। IIC ବନ୍ଦନା ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes