ପଞ୍ଚ କୁଣ୍ଡୀୟ ଶ୍ରୀରାମ ଯଜ୍ଞ ପାଇଁ କଳସ ଶୋଭା ଯାତ୍ରା

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାପୁର ଠାରେ ଆଜି ପଞ୍ଚ କୁଣ୍ଡୀୟ ଶ୍ରୀରାମ ଯଜ୍ଞ ଅରଣ୍ୟକାଣ୍ଡ ଓ ସୁନ୍ଦରାକାଣ୍ଡ ପାରାୟଣ ପାଇଁ ଆଜି କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes